Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Rajesh Kumar Jain

Comedy

2  

Rajesh Kumar Jain

Comedy

ୱେଟିଙ୍ଗ୍ ଆଣ୍ଡ ଆଡଜଷ୍ଟମେଣ୍ଟ

ୱେଟିଙ୍ଗ୍ ଆଣ୍ଡ ଆଡଜଷ୍ଟମେଣ୍ଟ

1 min
6.7K


ୱେଟିଙ୍ଗ୍ ଆଣ୍ଡ ଆଡଜଷ୍ଟମେଣ୍ଟ

 

ରାଜେଶ କୁମାର ଜୈନ୍ (ଶାନ୍ତିରାଜେଶ)

 

ଜୀବନର ବିଗିଡ଼ିଯାଇଛି ସେଟିଙ୍ଗ୍

ରୁଟିନ୍ ଏବେ ଇଟିଙ୍ଗ୍-ମିଟିଙ୍ଗ୍-ଫିଟିଙ୍ଗ୍

ସ୍ୱାମୀ ସ୍ତ୍ରୀ ପାଖରେ, ପୁଅ ବାପା ପାଖରେ

ହେଇପାରୁନାହିଁ ଏବେ ସେଟିଙ୍ଗ୍

ତା’ର ଭାବନାରେ ସ୍ୱାର୍ଥର ଫିଲିଙ୍ଗ୍

ଜଣେ ଅନ୍ୟ ଜଣକୁ କରୁଛି ଟେଷ୍ଟିଙ୍ଗ୍

ଚେହେରାରେ ନାହିଁ ଆଉ ଲାଫିଙ୍ଗ୍

ମୁଡ୍ ସବୁବେଳେ ରହୁଛି ହିଟିଙ୍ଗ୍

କଥାକଥାକେ କରୁଛି ବେଟିଙ୍ଗ୍

ସବୁ ସମସ୍ୟାର ଦାୟୀ ୱେଟିଙ୍ଗ୍

ରେଳଯାତ୍ରାରେ ଟିକେଟ୍ ପାଇଁ

ଡାକ୍ତରଖାନାରେ ବେଡ୍ ପାଇଁ

ଚାକିରିରେ ପ୍ରମୋଶନ୍ ପାଇଁ

ରାତିରେ ନିଦ ହେବା ପାଇଁ

ବାହାଘରରେ ଝିଅ ପାଇଁ

ରାଜନୀତିରେ ମନ୍ତ୍ରୀପଦ ପାଇଁ

ପ୍ରତି କ୍ଷେତ୍ରରେ ଏହାର ଫିଲିଙ୍ଗ୍

ଜୀବନଟା ଟୋଟାଲୀ ଡିଷ୍ଟର୍ବିଙ୍ଗ୍

ପରିସ୍ଥିତି ମୁତାବକ ଆଡଜଷ୍ଟିଙ୍ଗ୍

ପ୍ରତି କାମ ପାଇଁ ପ୍ରପର୍ ଆକ୍ସନ୍

ଈଶ୍ୱରଙ୍କ ପ୍ରତି ଟିକେ ଆଟେନ୍ସନ୍

ତେବେ ହେବ କିଛି ସଲ୍ୟୁସନ୍ 

ସବୁ କାମରେ ଆଡଜଷ୍ଟମେଣ୍ଟ

ଏବିନୁ ଜୀବନ କମ୍ପ୍ଲିମେଣ୍ଟ ।

 

ଅପର୍ଣ୍ଣା ନଗର, ଚାଉଳିଆଗଞ୍ଜ, କଟକ-୭୫୩୦୦୪

ଫୋନ୍ : ୯୪୩୭୦୨୦୬୧୮

*****


Rate this content
Log in

Similar oriya poem from Comedy