ଯେସାକୁ ତେସା
ଯେସାକୁ ତେସା
1 min
1.3K
ଧନ ଜନ ଜ୍ଞାନ ଅସତ ବାଟରେ
ଯିଏ କରେ ବ୍ୟବହାର
ନିଜ ଜାଲେ ନିଜେ ଛନ୍ଦି ହୋଇଯାଏ
ସନ୍ଦେହ ଟିକେ ନ କର
ତୁମ ପାଶେ ଯାହା ରଖିଛି ବିଧାତା
ଭାବିଣ ଶ୍ରେଷ୍ଠ ବିଭବ
ଆବଶ୍ୟକ ବେଳେ ଖରଚ କରିଲେ
ମୋ କଥା ଅର୍ଥ ବୁଝିବ|
ଚିତ୍ତ ରଞ୍ଜନ ଲେଙ୍କା (କଟକ)©