Audio

Forum

Read

Contests

Language


Write

Sign in
Wohoo!,
Dear user,
ଯେସାକୁ ତେସା
ଯେସାକୁ ତେସା
★★★★★

© Chittaranjan Lenka

Inspirational Abstract Others

1 Minutes   1.3K    5


Content Ranking

ଧନ ଜନ ଜ୍ଞାନ   ଅସତ ବାଟରେ

ଯିଏ କରେ ବ୍ୟବହାର

ନିଜ ଜାଲେ ନିଜେ   ଛନ୍ଦି ହୋଇଯାଏ

ସନ୍ଦେହ ଟିକେ ନ କର


ତୁମ ପାଶେ ଯାହା  ରଖିଛି ବିଧାତା

ଭାବିଣ ଶ୍ରେଷ୍ଠ ବିଭବ

ଆବଶ୍ୟକ ବେଳେ  ଖରଚ କରିଲେ

ମୋ କଥା ଅର୍ଥ ବୁଝିବ|


ଚିତ୍ତ ରଞ୍ଜନ ଲେଙ୍କା (କଟକ)©

ଯେସାକୁ ତେସା ସନ୍ଦେହ ଅର୍ଥ

Rate the content


Originality
Flow
Language
Cover design

Comments

Post


Some text some message..