Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Pramila Sahoo

Others

2  

Pramila Sahoo

Others

ହୃଦୟର ଭାବ

ହୃଦୟର ଭାବ

1 min
6.6K


ଏ ହୃଦୟ କହ ଥରେ
ମୋ ପାଇଁ କିଏ ଝୁରେ?
ସନ୍ଧ୍ୟା ହେଲେ ନିତି ଭାବେ,
ଭଅଁର ଫୁଲକୁ ଖୋଜେ;
ଫୁଲରାଣୀ ତୁ ଭାରି ସୁନ୍ଦର,
ତୋ ପାଇଁ ଅନେକ ପାଗଳ;
କୁଆରୀ ମନରେ ଅନେକ ସ୍ୱପ୍ନ,
ଆଖି ଖୋଲୁ ଖୋଲୁ ହୁଏ ଦିନ;
ତାହା ପାଇଁ ଆସି ରାଜକୁମାର,
ନେଇ ଯିବ ରାଣୀ କରି ତାହାର...
ପ୍ରମିଳା ସାହୁ


Rate this content
Log in