Quotes New

Audio

Forum

Read

Contests

Language


Write

Sign in
Wohoo!,
Dear user,
ହୃଦୟର ଭାବ
ହୃଦୟର ଭାବ
★★★★★

© Pramila Sahoo

Others

1 Minutes   6.6K    5


Content Ranking

ଏ ହୃଦୟ କହ ଥରେ
ମୋ ପାଇଁ କିଏ ଝୁରେ?
ସନ୍ଧ୍ୟା ହେଲେ ନିତି ଭାବେ,
ଭଅଁର ଫୁଲକୁ ଖୋଜେ;
ଫୁଲରାଣୀ ତୁ ଭାରି ସୁନ୍ଦର,
ତୋ ପାଇଁ ଅନେକ ପାଗଳ;
କୁଆରୀ ମନରେ ଅନେକ ସ୍ୱପ୍ନ,
ଆଖି ଖୋଲୁ ଖୋଲୁ ହୁଏ ଦିନ;
ତାହା ପାଇଁ ଆସି ରାଜକୁମାର,
ନେଇ ଯିବ ରାଣୀ କରି ତାହାର...
ପ୍ରମିଳା ସାହୁ

ହୃଦୟର ଭାବ

Rate the content


Originality
Flow
Language
Cover design

Comments

Post

Some text some message..