Audio

Forum

Read

Contests

Language


Write

Sign in
Wohoo!,
Dear user,
ଯୁଗର ପ୍ରଭାବ
ଯୁଗର ପ୍ରଭାବ
★★★★★

© Chittaranjan Lenka

Others

1 Minutes   1.2K    0


Content Ranking

କହନ୍ତି ସହଜେ      ଯୁଗର ପ୍ରଭାବେ

ଓଲଟା ସବୁ ଲାଗଇ

କାହା ଦୋଷ ଏଠି   ଟିକେ ହେଲେ ନାହିଁ

ଯୁଗ ସବୁ କରୁଥାଇ

 

ଯଦି ଏହା ସତ            କୃଷ୍ଣଙ୍କ ନିଃସୃତ୍ତ

ବାଣୀ କି ଅଟଇ ଭ୍ରମ

କରମ ନ କରି     ଯୁଗ ଦୋଷ ଦେବା

କୁହ କେଡେ ସମୀଚୀନ?

 

ଚିତ୍ତ ରଞ୍ଜନ ଲେଙ୍କା (କଟକ)

ଯୁଗ କୃଷ୍ଣ କର୍ମ

Rate the content


Originality
Flow
Language
Cover design

Comments

Post


Some text some message..