ଯୁଗର ପ୍ରଭାବ
ଯୁଗର ପ୍ରଭାବ
1 min
1.2K
କହନ୍ତି ସହଜେ ଯୁଗର ପ୍ରଭାବେ
ଓଲଟା ସବୁ ଲାଗଇ
କାହା ଦୋଷ ଏଠି ଟିକେ ହେଲେ ନାହିଁ
ଯୁଗ ସବୁ କରୁଥାଇ
ଯଦି ଏହା ସତ କୃଷ୍ଣଙ୍କ ନିଃସୃତ୍ତ
ବାଣୀ କି ଅଟଇ ଭ୍ରମ
କରମ ନ କରି ଯୁଗ ଦୋଷ ଦେବା
କୁହ କେଡେ ସମୀଚୀନ?
ଚିତ୍ତ ରଞ୍ଜନ ଲେଙ୍କା (କଟକ)