Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Amiya Bej

Others

2  

Amiya Bej

Others

ନିରୋଳାରେ

ନିରୋଳାରେ

1 min
7.0K


♻♻♻   ନିରୋଳାରେ   ♻♻♻

କେବେ ନିରୋଳାରେ

ସୁଖୀକୁ ପଚାର...

ଦୁଃଖ ନାହିଁ ଜମା ସତରେ ????

ନିରୋଳାରେ କର

ଦୁଃଖୀକୁ ତଲବ.....

ସୁଖ ଆସି ନାହିଁ ଅଳ୍ପରେ ????

ଏବେ ନିରୋଳାରେ

ନିଜକୁ ବୁଝାଅ...

ସମୟ ଚକ୍ର ବଦଳେ ସବୁବେଳେ ।।।।

♻♻♻ ଅମୀୟ ବେଜ୍, ଘଟଗାଁ, କେନ୍ଦୁଝର ♻♻♻


Rate this content
Log in