Audio

Forum

Read

Contests

Language


Write

Sign in
Wohoo!,
Dear user,
ନିରୋଳାରେ
ନିରୋଳାରେ
★★★★★

© Amiya Bej

Others

1 Minutes   7.0K    5


Content Ranking

♻♻♻   ନିରୋଳାରେ   ♻♻♻

କେବେ ନିରୋଳାରେ

ସୁଖୀକୁ ପଚାର...

ଦୁଃଖ ନାହିଁ ଜମା ସତରେ ????

ନିରୋଳାରେ କର

ଦୁଃଖୀକୁ ତଲବ.....

ସୁଖ ଆସି ନାହିଁ ଅଳ୍ପରେ ????

ଏବେ ନିରୋଳାରେ

ନିଜକୁ ବୁଝାଅ...

ସମୟ ଚକ୍ର ବଦଳେ ସବୁବେଳେ ।।।।

♻♻♻ ଅମୀୟ ବେଜ୍, ଘଟଗାଁ, କେନ୍ଦୁଝର ♻♻♻

♻♻♻ ନିରୋଳାରେ ♻♻♻

Rate the content


Originality
Flow
Language
Cover design

Comments

Post


Some text some message..