Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Sasmita Acharya

Inspirational

2  

Sasmita Acharya

Inspirational

ହେ ମହାବାହୁ

ହେ ମହାବାହୁ

1 min
6.7K


ହେ ମହାବାହୁ

କେମିତି ହୁଅ ନିଷ୍ଠୁର

ପତିତ ପାବନ ନାମ ବହିଅଛ

ପତିତଙ୍କୁ କରି ଉଧାର

ଡାକି ଡାକି ପ୍ରଭୁ

ତଣ୍ଟି ଶୁଖିଆସେ

ଶୁଣ ନାହିଁ

କିଆଁ ବାରେ

ସହି ପାରୁନାହିଁ

ଦିନବନ୍ଧୁ ଆଉ ଏ

ପାପର ଭାର ....||


ପଥ ଜାଣି ନାହିଁ

ଦୂର ପଥ ପ୍ରଭୁ

ମନ ହୁଅଇ ବିକଳ

ହେ କୃପାସିନ୍ଧୁ

ବୁଝିବ କି ତୁମେ ସତେ

ମୋ ମନର ଆକୁଳ ||


Rate this content
Log in