Quotes New

Audio

Forum

Read

Contests

Language


Write

Sign in
Wohoo!,
Dear user,
ହେ ମହାବାହୁ
ହେ ମହାବାହୁ
★★★★★

© Sasmita Acharya

Inspirational

1 Minutes   6.6K    8


Content Ranking

ହେ ମହାବାହୁ

କେମିତି ହୁଅ ନିଷ୍ଠୁର

ପତିତ ପାବନ ନାମ ବହିଅଛ

ପତିତଙ୍କୁ କରି ଉଧାର

ଡାକି ଡାକି ପ୍ରଭୁ

ତଣ୍ଟି ଶୁଖିଆସେ

ଶୁଣ ନାହିଁ

କିଆଁ ବାରେ

ସହି ପାରୁନାହିଁ

ଦିନବନ୍ଧୁ ଆଉ ଏ

ପାପର ଭାର ....||


ପଥ ଜାଣି ନାହିଁ

ଦୂର ପଥ ପ୍ରଭୁ

ମନ ହୁଅଇ ବିକଳ

ହେ କୃପାସିନ୍ଧୁ

ବୁଝିବ କି ତୁମେ ସତେ

ମୋ ମନର ଆକୁଳ ||

ହେ ମହାବାହୁ ପ୍ରଭୁ ପତିତ

Rate the content


Originality
Flow
Language
Cover design

Comments

Post

Some text some message..