Audio

Forum

Read

Contests

Language


Write

Sign in
Wohoo!,
Dear user,
ଦୁର୍ଲ୍ଲଭ ଜନମ
ଦୁର୍ଲ୍ଲଭ ଜନମ
★★★★★

© Chittaranjan Lenka

Others

1 Minutes   6.7K    3


Content Ranking

ପରକୁ ଆପଣା         କରିବାର ଗୁଣ

ବିଧି ଯା ନିକଟେ ଭରି ଦେଇଛି

ଦୁଃଖ କଷ୍ଟ ପଛେ     ଆସୁ ତା ଜୀବନେ

ଜୀବନ ତାହାର ଧନ୍ୟ ହୋଇଛି


ସ୍ୱାର୍ଥ ପାଇଁ ଅନ୍ଧ         ଆଜିର ମଣିଷ

ସାଜିଅଛି ସିନା ପଶୁଠୁ ହୀନ

ତଥାପି କହିବି        ସ୍ନେହ ପ୍ରୀତି ବିନା

ଦୁର୍ଲ୍ଲଭ ଜନମ ଅଙ୍ଗାର ସମ


ଚିତ୍ତ ରଞ୍ଜନ ଲେଙ୍କା (କଟକ)©

ଆପଣା ମଣିଷ ସ୍ନେହ

Rate the content


Originality
Flow
Language
Cover design

Comments

Post


Some text some message..