Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Chittaranjan Lenka

Others

2  

Chittaranjan Lenka

Others

ଦୁର୍ଲ୍ଲଭ ଜନମ

ଦୁର୍ଲ୍ଲଭ ଜନମ

1 min
6.8K


ପରକୁ ଆପଣା         କରିବାର ଗୁଣ

ବିଧି ଯା ନିକଟେ ଭରି ଦେଇଛି

ଦୁଃଖ କଷ୍ଟ ପଛେ     ଆସୁ ତା ଜୀବନେ

ଜୀବନ ତାହାର ଧନ୍ୟ ହୋଇଛି


ସ୍ୱାର୍ଥ ପାଇଁ ଅନ୍ଧ         ଆଜିର ମଣିଷ

ସାଜିଅଛି ସିନା ପଶୁଠୁ ହୀନ

ତଥାପି କହିବି        ସ୍ନେହ ପ୍ରୀତି ବିନା

ଦୁର୍ଲ୍ଲଭ ଜନମ ଅଙ୍ଗାର ସମ


ଚିତ୍ତ ରଞ୍ଜନ ଲେଙ୍କା (କଟକ)©


Rate this content
Log in