Audio

Forum

Read

Contests

Language


Write

Sign in
Wohoo!,
Dear user,
ଭୂଷଣ
ଭୂଷଣ
★★★★★

© PRemZi Bhai

Inspirational

1 Minutes   6.8K    6


Content Ranking

ଅତର ପକାଇ ପୋଷାକରେ 

ବାସ ଭରିଦେଲେ ବା କଅଣ ମିଳିବ, 

ଯଦି ଚରିତ୍ରରୁ ଗନ୍ଧ ବାହାରୁ ଥିବ;

ଘଷି ମାଜି ଦେହ ମୁହଁଟାକୁ 

ଚିକ୍କଣ କରିଦେଲେ କଅଣ ମିଳିବ,

ଯଦି ମନ ଭିତରଟା ଅସନା ଚିନ୍ତାରେ

ଭରା ପଡିଥିବ !!

KANYA AMULYA RATNA 

Charitable Trust 

Secretary

PRemZi Bhai

7788040986

ଅତର ଭୂଷଣ ଅସନା

Rate the content


Originality
Flow
Language
Cover design

Comments

Post


Some text some message..