Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

BISWESWAR MAJHI

Others

5.0  

BISWESWAR MAJHI

Others

ପୂଣ୍ୟାତ୍ମା ବାଜପେୟୀ

ପୂଣ୍ୟାତ୍ମା ବାଜପେୟୀ

1 min
7.2K


*ଅ* ଖଣ୍ଡ ଭାରତ ସ୍ୱପ୍ନ ତବ ଚାହିଁ ଦେଖ ଅଧୁରା ରହିଛି

*ଟ* ଙ୍କାରେ ଶୋଳଅଣା ଭାରତୀୟ ତୁମପରି ଦୁତୀୟ କେ ଅଛି !

*ଳ* ଙ୍କାରେ ହରିଶବ୍ଦ ପରି ସମସାମୟିକ ମଧ୍ୟେ ତୁମ ଯଶ

*ବି* ଖ୍ୟାତ ହୋଇଲ କରି ପୋଖରାନ ପରୀକ୍ଷଣ ଶେଷ ।

*ହା* ୟରେ ନିଷ୍ଠୁର କାଳ କରାଳ ବାହୁ ତୁମର କେଉଁଠି ପଡିଲା

*ରୀ* ତିନୀତି ଭାଂଗିବାକୁ ସଂବିଧାନେ ତବ କିଛି ବ୍ୟବସ୍ଥା ନଥିଲା !!

*ବା* ଜ ପକ୍ଷୀ ପରି ଲକ୍ଷ୍ୟ ସ୍ଥିର କାରଗିଲ୍ କଲ ତୁମେ ପଣ୍ଡ

*ଜ* ଗତ ଦେଖିଛି ଶ୍ୱାନ ଭଳି ପଳାୟନ କଲେ ସେ ପାଷାଣ୍ଡ ।

*ପେ* ଶି ସୁବର୍ଣ୍ଣ ଚତୁର୍ଭୁଜ ଯୋଜନା ଓ ନଦୀ ସଂଯୋଗ ମନ୍ତ୍ର

*ଈ* ହକାଳେ ତବ ପ୍ରଣମୁ ହେ ଜନ ନାୟକ ତୁମେଟି ସ୍ୱତନ୍ତ୍ର ।


Rate this content
Log in