Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Arabinda Mishra

Others

2  

Arabinda Mishra

Others

ତୁମେ

ତୁମେ

1 min
331


ତନ୍ତ୍ର ବିଦ୍ୟାର ଅଧିକାରୀ ତୁମେ

ମୁଁ ନଦେଖିବି ତୁମ ବଦନ

ପ୍ରେମେ ଅଧିକାର ମୋହର ଖାଲି

ପ୍ରେମ କଲାପରେ ହେବି ସ୍ବାଧୀନ ।

ଥରଟିଏ କୁହ ନିଜର ବୋଲି

ହୃଦେ ରଖିଥିବି କରି ଯତନ

ଜାଣି ଅଜାଣତେ ଖୋଜୁଛି ଖାଲି

ତୁମେ ଜହ୍ନହେଲେ, ମୁଁ ଗଗନ ।


Rate this content
Log in