Audio

Forum

Read

Contests

Language


Write

Sign in
Wohoo!,
Dear user,
ଅଧୁରା ମହକ
ଅଧୁରା ମହକ
★★★★★

© Anita Ray

Others

1 Minutes   1.3K    11


Content Ranking

ଆକାଶ ଭିତରେ ଦେଖ,

ମାଟିର ଗନ୍ଧରେ ଦେଖ ,

ଦେଖ ଅବା ଲୋଭିଲା ଆଖିରେ ...

ବେଦନାର ବୋଧ ହିଁ କବିତା ।

ଅନୁଚାରିତ ଶବ୍ବ ହିଁ ପ୍ରେମ ,

କେବେ ନାଲି ରଙ୍ଗ ,କେବେ ନୀଳ ରଙ୍ଗ,

କେବେ ଅବା ଫିକା ବାଇଗଣୀର

ମୃଦୁ ମୃଦୁ ଚାପା ଗୁଞ୍ଜରଣ

ଏସବୁ ଭିତରେ

ପ୍ରେମ ବି ଗାଢ ଗୋଲାପୀ ।

ଆକାଶ ମାଟି ଗନ୍ଧ

Rate the content


Originality
Flow
Language
Cover design

Comments

Post


Some text some message..