Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Anita Ray

Others

2  

Anita Ray

Others

ଅଧୁରା ମହକ

ଅଧୁରା ମହକ

1 min
1.3K


ଆକାଶ ଭିତରେ ଦେଖ,

ମାଟିର ଗନ୍ଧରେ ଦେଖ ,

ଦେଖ ଅବା ଲୋଭିଲା ଆଖିରେ ...

ବେଦନାର ବୋଧ ହିଁ କବିତା ।

ଅନୁଚାରିତ ଶବ୍ବ ହିଁ ପ୍ରେମ ,

କେବେ ନାଲି ରଙ୍ଗ ,କେବେ ନୀଳ ରଙ୍ଗ,

କେବେ ଅବା ଫିକା ବାଇଗଣୀର

ମୃଦୁ ମୃଦୁ ଚାପା ଗୁଞ୍ଜରଣ

ଏସବୁ ଭିତରେ

ପ୍ରେମ ବି ଗାଢ ଗୋଲାପୀ ।


Rate this content
Log in