Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଵଳରାମ ତରାଈ

Others

2  

ଵଳରାମ ତରାଈ

Others

ଫୋନି

ଫୋନି

1 min
299


ଫୋନି ଆଜି ଆସିଛ ଏକ ଭୟଙ୍କର

ରୁପ ଧାରଣ କରି

ବିକଳ୍ପ ଭୟଙ୍କର ରୂପ ତୁମର ଦେଖି

ଭୟ ଦେଇଛି ଭର l


ଆସିଥିଲା ତିତିିଲି ଫାଇଲିନି ପୁଣି

Current ନମିଳେ ପୁଣି 

ପଛେ ପଛେ ଆସିଲା ହୁଡ୍ହୁହୁଡ଼ି

ପାକାଇ ହମ୍ବା ରଡି l


ଘର ବାଡ଼ି ସବୁ ଦେଲା ଉଜାଡ଼ି

ଓଡିଶା କୁ ବେସି ଆସୁଛ ମାଡି l


ତମେ ଆସିଲେ ଘର ଦ୍ୱାର ଭାଙ୍ଗି

ସବୁ ଜାଇଛି ହେରି 

କରୁଛ କ୍ଷତି ଫସଲ ସବୁ ଉଜାଡ଼ି

ଫସଲ ଯାଉଛି ସବୁ ମରି l


ବହୁତ ଅମୁଲ୍ୟ ଜୀବନ ବଳିପଡେ

ନାଶ ଯିବ ତାହାରି

ଫୋନି ଯାଉ ଫେରି ଡରାଉ ନାହିଁ

ମୁଁ କରେ ତମକୁ ଗୁହାରି l


ସତୁ ପରିଚୟ ନଦେଇ ମିତ୍ର ପରିଚୟ        

ଆଉ ନକରି ହେ ଡେରି

ହେ ଜଗନ୍ନାଥ ଜଗତର ନାଥ

ବଳରାମ କରେ ଏତିକ ଅଳି ହେ

ଯୋଡି କରେ ମୁଁ ଗୁହାରି l


ଏଇ ଦେଶ ବାସୀ ଙ୍କୁ ତମେ ଫୋନି 

 କବଳରୁ ରକ୍ଷା କରି 

ବିପଦ ରୁ ତମେ ଆମକୁ କର ପାରି

ସାହ ହୁଅ ଭାବଗ୍ରାହୀ ତମ ବିନା 

ଆଉ କେହି ହେବେନି ସରି l



Rate this content
Log in