Audio

Forum

Read

Contests

Language


Write

Sign in
Wohoo!,
Dear user,
ପଥର ନୁହେଁ ଏ ହୃଦୟ ମୋହର
ପଥର ନୁହେଁ ଏ ହୃଦୟ ମୋହର
★★★★★

© Snigdha Tripathy

Others

1 Minutes   1.0K    6


Content Ranking

 

ପଥର ନୁହେଁ ଏ ହୃଦୟ ମୋହର

ଯାହାକୁ କି ବାରମ୍ବାର କାଟି ତୁମେ ଫୋପାଡିବ

କାଚ ପରି ଭାରି କୋମଳ ଏ ହୃଦୟ ମୋହର

ଥରେ ଭାଙ୍ଗି ଗଲେ ଆଉ ଯୋଡି ନପାରିବ

 

 

ସ୍ନେହ ପ୍ରେମ ଭାବନା

Rate the content


Originality
Flow
Language
Cover design

Comments

Post

Some text some message..