Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Dmishra Sahityalaya

Others

2  

Dmishra Sahityalaya

Others

ହାରିଯିବା ପରେ

ହାରିଯିବା ପରେ

1 min
356


ଚିହ୍ନିପାରିଛି ନିଜକୁ ନିଜର ଅପାରଗ ପଣିଆକୁ

କିଛି ସଂସାରର ସତ୍ଯତା ଆଉ ସଂଳାପର ବାସ୍ତବତାକୁ

ଶୂନ୍ୟତାର ପାହାଡ଼ ନିକଟେ ଘଡ଼ଘଡ଼ି ର ପ୍ରଚଣ୍ଡ ଶବ୍ଦ

ଆଉ ଜାଣିଲି କିଛି ସମ୍ପର୍କର ଗଭୀରତାକୁ

ହାରିଗଲା ପରେ..... ୧


ବୁଝିପାରିଛି ଭୋକର ଜ୍ଜ୍ଵାଳାକୁ ଅଖିଆ ରହିଲା ପରେ

ଦେଖିପାରିଛି ଖେଳ ଜୀବନର, ଜୀବନ୍ତ ମାଂସର

ହସିପାରୁଛି ଦୁଃଖର ଦୁଃଖକୁ ନେଇ ପ୍ରକାଶରେ

ଭୁଲିପାରିଛି କି ସେ ପିଲାଦିନର ସୀମା ଡେଇଁବାର ଦିନ

ହାରିଗଲା ପରେ...... ୨



Rate this content
Log in