Audio

Forum

Read

Contests

Language


Write

Sign in
Wohoo!,
Dear user,
"ଚା ଗୋଟେ ପ୍ରେମ କାହାଣୀ"
"ଚା ଗୋଟେ ପ୍ରେମ କାହାଣୀ"
★★★★★

© Prasant Kumar Senapati

Romance

1 Minutes   6.9K    7


Content Ranking

 ଦୋକାନକୁ,,,

ଝିଅଟି ସବୁଦିନ ଯାଏ,,,

ତାର ଚା ଭାରି ପସନ୍ଦ ।

ଝିଅଟି ଚା ପିଏ,,,

ଆଖିରେ ଆଖିରେ କଣେଇ କଣେଇ ପୁଅକୁ ଚାହେଁ,,,

ସାମାନ୍ୟ ସ୍ମିତହାସ୍ୟ ଦେଇ ପୁନଶ୍ଚ ଚା'ରେ,,,।

ପୁଅଟି ଚା ତିଆରେ,,,

ଚା ତିଆରି କରୁ କରୁ ଝିଅକୁ ଦେଖେ,,,

ହୃଦୟରେ ପ୍ରେମ ରୁପକ ଝରଣା ପ୍ରବାହିତ ହୁଏ ।

ପୁଅଟି ଚାପତି ପରି କୃଷ୍ଣକାୟ,,,

ଝିଅଟି ଦୁଗ୍ଧ ରଙ୍ଗ ପରି ସଫା,,,

ଦୁଗ୍ଧ ଓ ଚା ପତିର ମିଳନ ପରି ଉଭୟଙ୍କ ଚକ୍ଷୁ ମିଳନରେ ପ୍ରେମ ପରଓ୍ବାନା ହୃଦୟକୁ ଆନ୍ଦୋଳିତ କରେ ।

କିଛିଦିନ ଭିତରେ ଉଭୟଙ୍କ ହୃଦୟରେ ପ୍ରେମ ରଙ୍ଗ ଭରେ,,,

ଆଜି ବି ପୁଅଟି ଦୋକାନରେ ଚା ଅନ୍ୟମାନଙ୍କ ପାଇଁ ତିଆରେ

ଆଉ

ଝିଅଟି ମୁଣ୍ଡରେ ଓଢଣା ଦେଇ ଘରେ ପୁଅ ପାଇଁ ଚା ତିଆରି କରେ ।

ପ୍ରେମ ସ୍ମିତହାସ୍ୟ ଝରଣା

Rate the content


Originality
Flow
Language
Cover design

Comments

Post


Some text some message..