Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prasant Kumar Senapati

Romance

2  

Prasant Kumar Senapati

Romance

"ଚା ଗୋଟେ ପ୍ରେମ କାହାଣୀ"

"ଚା ଗୋଟେ ପ୍ରେମ କାହାଣୀ"

1 min
7.0K


 ଦୋକାନକୁ,,,

ଝିଅଟି ସବୁଦିନ ଯାଏ,,,

ତାର ଚା ଭାରି ପସନ୍ଦ ।

ଝିଅଟି ଚା ପିଏ,,,

ଆଖିରେ ଆଖିରେ କଣେଇ କଣେଇ ପୁଅକୁ ଚାହେଁ,,,

ସାମାନ୍ୟ ସ୍ମିତହାସ୍ୟ ଦେଇ ପୁନଶ୍ଚ ଚା'ରେ,,,।

ପୁଅଟି ଚା ତିଆରେ,,,

ଚା ତିଆରି କରୁ କରୁ ଝିଅକୁ ଦେଖେ,,,

ହୃଦୟରେ ପ୍ରେମ ରୁପକ ଝରଣା ପ୍ରବାହିତ ହୁଏ ।

ପୁଅଟି ଚାପତି ପରି କୃଷ୍ଣକାୟ,,,

ଝିଅଟି ଦୁଗ୍ଧ ରଙ୍ଗ ପରି ସଫା,,,

ଦୁଗ୍ଧ ଓ ଚା ପତିର ମିଳନ ପରି ଉଭୟଙ୍କ ଚକ୍ଷୁ ମିଳନରେ ପ୍ରେମ ପରଓ୍ବାନା ହୃଦୟକୁ ଆନ୍ଦୋଳିତ କରେ ।

କିଛିଦିନ ଭିତରେ ଉଭୟଙ୍କ ହୃଦୟରେ ପ୍ରେମ ରଙ୍ଗ ଭରେ,,,

ଆଜି ବି ପୁଅଟି ଦୋକାନରେ ଚା ଅନ୍ୟମାନଙ୍କ ପାଇଁ ତିଆରେ

ଆଉ

ଝିଅଟି ମୁଣ୍ଡରେ ଓଢଣା ଦେଇ ଘରେ ପୁଅ ପାଇଁ ଚା ତିଆରି କରେ ।


Rate this content
Log in

Similar oriya poem from Romance