ମୁଁ ପାରିବି
ମୁଁ ପାରିବି
ମରିବାକୁ ମୁଁ ରାଜି
ତୁମେ ମାରିପାରିଲେ ହେଲା...
ମାରି ପାରିବନି ବୋଲି ତ
ଏ ସହରଟା ସାରା ହୋହାଲ୍ଲା !
ପ୍ରେମିକ ନୁହେଁ, ରସିକ ନୁହେଁ
ନୁହେଁ ବି ତୁମେ ସେ ପିଆଲା...
ଯାହାକୁ ପିଇ ମରି ମୁଁ ପାରିବି
ପଛେ ନହୁଅ ତୁମେ ଦିଲୱାଲା ।
ମରିବାକୁ ମୁଁ ରାଜି
ତୁମେ ମାରିପାରିଲେ ହେଲା...
ମାରି ପାରିବନି ବୋଲି ତ
ଏ ସହରଟା ସାରା ହୋହାଲ୍ଲା !
ପ୍ରେମିକ ନୁହେଁ, ରସିକ ନୁହେଁ
ନୁହେଁ ବି ତୁମେ ସେ ପିଆଲା...
ଯାହାକୁ ପିଇ ମରି ମୁଁ ପାରିବି
ପଛେ ନହୁଅ ତୁମେ ଦିଲୱାଲା ।