Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Amulya Kumar Panda

Inspirational Fantasy Others

3  

Amulya Kumar Panda

Inspirational Fantasy Others

" ଭଲ ପାଇବାର ଶକ୍ତି "

" ଭଲ ପାଇବାର ଶକ୍ତି "

2 mins
13.2K


" ଭଲ ପାଇବାର ଶକ୍ତି "

---------------------------

ଭଲ ପାଇବାରେ ଥାଏ ଦିବ୍ଯଶକ୍ତି

ଈଶ୍ଵରଙ୍କ ବରଦାନ

ଧୂଷର ମରୁରେ ଫୁଲ ଫୂଟାଇକି 

ରଖଇ ତାହାର ମାନ

ଭଲ ପାଇବା ଯେ ଭକ୍ତି

ସେ ଭକ୍ତିରୁ ପୁଣି ମିଳି ଯାଇଥାଏ 

ଜୀବନର ସବୁ ଶକ୍ତି ।

ଭଲ ପାଇବାରେ ହୃଦୟ ପ୍ରସାର

ସ୍ବାର୍ଥପରେ ସଙ୍କୋଚନ 

ବିଶ୍ବ ଯେ ଅଧୀନ ହୋଇଯିବ ଜାଣ

ଦୂର ହେଲେ ସ୍ବାର୍ଥ ମନ

ଭଲ ପାଇବାରେ ସୃଷ୍ଟି 

ଆକାଶ ମେଘକୁ ଭଲ ନ ପାଇଲେ 

ହେବନାହିଁ କେବେ ବୃଷ୍ଟି !

--------------------------------------

    ଅମୂଲ୍ୟ କୁମାର ପଣ୍ଡା 

 ଅରଙ୍ଗାବାଦ୍ , ବରୀ ,ଯାଜପୁର


Rate this content
Log in