Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Pranati Mahapatra

Others

2  

Pranati Mahapatra

Others

ମୁଁ ଦିଗ୍ ବିଜୟ ସମ୍ରାଟ

ମୁଁ ଦିଗ୍ ବିଜୟ ସମ୍ରାଟ

1 min
118


ମୁଁ ଦିଗ୍ ବିଜୟ ସମ୍ରାଟ

ମୋ ଇଲାକାରେ ମୁଁ

ସର୍ବଶ୍ରେଷ୍ଠ ବୀର ସୈନିକ

ମୁଁ ଯୋଦ୍ଧା, ମୁଁ ପ୍ରବଳ ପ୍ରତାପୀ

ମୋ ନାଁ ଶୁଣିଲେ 

ଭକ୍ତିରେ ହେଉ ଅବା ଭୟରେ

ଶକ୍ତିରେ ହେଉ ଅବା ଶ୍ରଦ୍ଧାରେ

ସମସ୍ତେ ନତ ମସ୍ତକ ହୁଅନ୍ତି।

ମୁଁ ମୋ ଇଲାକାରେ ମୋ ବ୍ୟତିରେକ

କାହାର ଉପସ୍ଥିତି 

ଅସହ୍ୟ ମନେକରେ।

ସମ୍ରାଟ ହୋଇ ବ୍ୟଭିଚାର କଲେ ବି

ଅନ୍ୟାୟ, ଅସତ୍ୟ,ଦୁଷ୍କର୍ମ ପଥରେ

ଗଲେ ବି ସମସ୍ତେ 

ଚୁପ୍ ରହିବାକୁ ବାଧ୍ୟ ।

କାରଣ ମୁଁ ସମ୍ରାଟ।

ମୋ ଇଚ୍ଛାରେ ସମସ୍ତେ ଏଠି 

ପରିଚାଳିତ ।

ଅସମ୍ମତ ହେଲେ

ମୁଁ ମୋ ରାସ୍ତାରୁ ହଟେଇ ଦିଏ

ସବୁଦିନ ପାଇଁ।

ଯେମିତିକି ଚେସ୍ ପଟାର

ସୈନିକ ମାନଙ୍କ ପରି ।


Rate this content
Log in