Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Sukanti Hotta

Inspirational

5.0  

Sukanti Hotta

Inspirational

ଜୀବନ ଦୀପର ଜ୍ୟୋତି

ଜୀବନ ଦୀପର ଜ୍ୟୋତି

1 min
439


ବହିଟିଏ ମୁଁ ବହିଟିଏ


ମଣିଷ ମାନଙ୍କ ସାଥୀଟିଏ

ରଙ୍ଗବେରଙ୍ଗ ମୋ ଦେହଟିଏ

ଆଦିମ ଯୁଗରୁ ବନ୍ଧୁଟିଏ

ଜ୍ଞାନ ପ୍ରଦୀପର ବାଟଟିଏ l


ବହିଟିଏ ମୁଁ ବହିଟିଏ


ବେଦ ପୁରାଣ ଗୀତା ଭାଗବତର ସ୍ରୋତଟିଏ

ସ୍ମୃତିର ଅଭୁଲା ଲିପିଟିଏ

ବିଭିନ୍ନ ଧର୍ମ ଭାଷା ସାହିତ୍ୟର ବନ୍ଧୁଟିଏ

ଏକତା ଅଖଣ୍ଡତାର ସ୍ରୋତଟିଏ l


ବହିଟିଏ ମୁଁ ବହିଟିଏ


ପିଲାଠୁ ବୁଢ଼ା ସଭିଙ୍କର ସାଥିଟିଏ

ଜୀବନ ଦୀପର ଜ୍ୟୋତିଟିଏ

ଶାନ୍ତି ଅହିଂସାର ବାର୍ତ୍ତାଟିଏ

ପ୍ରେମର ଅଭୁଲା ସ୍ୱପ୍ନଟିଏ l


ବହିଟିଏ ମୁଁ ବହିଟିଏ



Rate this content
Log in