Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kamal Kumar Dash

Others

4.2  

Kamal Kumar Dash

Others

ମୌସୁମୀ

ମୌସୁମୀ

1 min
257



ମଉସୁମୀ ତୁମେ ସତରେ ଫିରିଛ 

ବିଶ୍ୱାସ ମୋର ହୁଏନା ଜମା 

ଏତେ ଦିନ ପରେ ଫେରିଛ ମୋ ଘରେ 

ପାଣିରେ ଭିଜାଇ ତୁମ ଓଢଣା (1)

ଭିଜା ଭିଜା ଆଜି ତୁମ ତନୁ ମନ 

ଆଖିରେ ପୁରିଛି କେତେ ସପନ 

ଖୋଲି କହି ଦିଅ ତୁମ ମନ କଥା 

ଭିଜି ଯାଉ ମୋର ମନ ଓ ପ୍ରାଣ (2)

ତୁମ ବିନା ସାଥି ଅନେକ ଯନ୍ତ୍ରଣା 

ଭୋଗିଛି ଏ ମନ ଶରୀର ମୋର 

ଢାଳି ଦିଅ ତୁମ ପ୍ରୀତି ମନ୍ଦାକିନୀ 

ସ୍ଂତପିତ ହେଉ ପରାଣ ମୋର (3)


Rate this content
Log in