Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Dipti lekha Mishra

Others

5.0  

Dipti lekha Mishra

Others

ଆସକ୍ତ ହିଁ ହେବ ବଈରୀ

ଆସକ୍ତ ହିଁ ହେବ ବଈରୀ

1 min
175


ମାଆଟି ଜନମ ଦିଏ ଶିଶୁକୁ

ଧରି ଦଶମାସ ଜଠରେ

ଆସକ୍ତ ଆସେ ତା ହୃୃୃୃଦକୁ

ଛୁଆକୁ ବଡ କରିବାରେ ॥


ଛୁଆ ବଡ ହୋଇ କଲା ଚାକିରି

ମାଆ ବାପା ଭୂଲିଗଲାଣି

ପ୍ରେମିକାର ଆସକ୍ତ ଘାରଛି ତାକୁ

ମାଆ କୁ ଡାକେ ସେ ଚାକରାଣୀ ॥


ବିବାହ ବନ୍ଧନେ ବାନ୍ଧି ହେବ ବୋଲି

ପଣ କରେ ପ୍ରେୟସୀ ପାଶେ

ଛାଡିବ ଏବେ ତା ବାପାମାଆଙ୍କୁ

ନିକଟରେ ଥିବା ବୄୄଦ୍ଧାଶ୍ରମେ ॥


ମୋବାଇଲ୍ ଆସକ୍ତ ମାରିଲାଣି ମନକୁ

ଆଜିର ଯୁବପିଢୀକୁ

ବୁଢାବୁଢୀ ମଧ୍ଯ ମୁଣ୍ତକୁ ପୋତି

ଚାହିଁଛନ୍ତି ମୋବାଇଲ୍ କୁ ॥


କାହାକୁ ଟାଣୁଛି ଧନର ଆସକ୍ତ

ରକ୍ତ ସହ ଖେଳ ଖେଳନ୍ତି

ଧନ ପାଇଁ ଦିନେ ଯିବ ଜୀବନ

ଆସକ୍ତ ମାୟାରେ ଯେ ପଡନ୍ତି ॥



Rate this content
Log in