Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ranjan Kumar Brahma

Inspirational

5.0  

Ranjan Kumar Brahma

Inspirational

ଖେଳରେ ଖୁସି

ଖେଳରେ ଖୁସି

1 min
253



ସୁନ୍ଦର ସୁସ୍ଥ ସ୍ଵାସ୍ଥ୍ୟଟି ପାଇଁ 


ଖେଳଟି ହୁଏ ସଂହତି ନେଇ


ଶାନ୍ତି କାମନା କରି ।


ଖେଳାଳୀ ଭାଵ ହୃଦୟେ ଧରି


ଗାଁ ପଡିଆର ସାଥୀଙ୍କପରି


ରାଷ୍ଟ୍ରୀୟ ମେଳ ଏଠି ।।୧।।


ସମଗ୍ର ବସୁଧା ମୋ ପରିବାର


ଆମ ସମ୍ପର୍କ ଜାତି ରକ୍ତର


ଭେଦଭାଵକୁ ଛାଡ଼ି ।


ସରବେ ଖେଳି ସରବେ ବଢ଼ି 


ଧରି ରଖିବା ରାଷ୍ଟ୍ର ପଗଡି


ସମୟ ଟିକେ କାଢି ।।୨।।


କ୍ରୀଡ଼ାଙ୍ଗନ ଏ ସାରାସଂସାର


ଖେଳଟି ଖେଳିବା ସଭିଏଁ ଚାଲ 


ଭାତ୍ରୁଭାଵକୁ ବହି ।


ଦର୍ଶକ ସାଜି ଖୁସି ବାଣ୍ଟିଲେ 


ଖେଳୁଆଡଙ୍କ ମନ ମୋହିଲେ


ହସି ଉଠଇ ମହୀ ।।୩।।



Rate this content
Log in

Similar oriya poem from Inspirational