Audio

Forum

Read

Contests

Language


Write

Sign in
Wohoo!,
Dear user,
ତୁମେ....
ତୁମେ....
★★★★★

© Pramila Sahoo

Romance

1 Minutes   6.7K    5


Content Ranking

ମୋ ହୃଦୟର ପ୍ରତ୍ୟେକ ସ୍ପନ୍ଦନ ତୁମେ

ମୋ ଆଖିର ପ୍ରତ୍ୟେକ ପଲକେ ତୁମେ

ମୋ ମନର ପ୍ରତ୍ୟେକ ଭାବନାରେ ତୁମେ

ମୋ ପ୍ରତ୍ୟେକ ରାତିର ସପନ ତୁମେ

ମୋ ଆଶାର ଆଲୋକ ତୁମେ

ମୋ ବିଶ୍ବାସ ର ଭରସା ତୁମେ

ମୋ ଆଖିର ଲୁହରେ ତୁମେ

ମୋ ହସ ଖୁସିରେ ତୁମେ....

ହୃଦୟ ସ୍ପନ୍ଦନ ତୁମେ.

Rate the content


Originality
Flow
Language
Cover design

Comments

Post


Some text some message..