Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Pramila Sahoo

Romance

2  

Pramila Sahoo

Romance

ତୁମେ....

ତୁମେ....

1 min
6.8K


ମୋ ହୃଦୟର ପ୍ରତ୍ୟେକ ସ୍ପନ୍ଦନ ତୁମେ

ମୋ ଆଖିର ପ୍ରତ୍ୟେକ ପଲକେ ତୁମେ

ମୋ ମନର ପ୍ରତ୍ୟେକ ଭାବନାରେ ତୁମେ

ମୋ ପ୍ରତ୍ୟେକ ରାତିର ସପନ ତୁମେ

ମୋ ଆଶାର ଆଲୋକ ତୁମେ

ମୋ ବିଶ୍ବାସ ର ଭରସା ତୁମେ

ମୋ ଆଖିର ଲୁହରେ ତୁମେ

ମୋ ହସ ଖୁସିରେ ତୁମେ....


Rate this content
Log in

Similar oriya poem from Romance