Audio

Forum

Read

Contests

Language


Write

Sign in
Wohoo!,
Dear user,
ଅଭିସାରିକା
ଅଭିସାରିକା
★★★★★

© Ram Prasad Bisoi

Fantasy Abstract

1 Minutes   1.3K    6


Content Ranking

ତୁ ମୋ ସ୍ପନ୍ଦନ ନା ଆଉ କିଛି

ଯିଏ ମତେ ତତେ ନିକଟରୁ

ନିକଟତ୍ତର କରି ତୋଳିଛି ,

ତୁ ଯଦି ଶବ୍ଦଟିଏ ହୋଇ ଥାଆନ୍ତୁ

ଶୁଣି ତ ପାରିଥାନ୍ତି ,

ତୁ ଯଦି ପବନ ହୋଇ ଥାଆନ୍ତୁ,

ଛୁଇଁ ତ ଚାଲିଯାଇ ପାରିଥାନ୍ତୁ ମତେ,

ଦିବା ବି ନୋହୁଁ ନା ରାତ୍ରି

ସନ୍ଧ୍ୟା ବି କହି ପାରିବି ନାହିଁ

ତତେ ତା ହେଲେ ତୁ କିଏ ?

ତୁ କଣ ?

ସର୍ବତ୍ରବ୍ୟାପ୍ତ ଅସ୍ତିତ୍ୱ ନିଜସ୍ୱ

ପରକାୟା ଜାୟାର ଅସ୍ପଷ୍ଟଛାୟା ,

ଜାଗୃତ ରାତ୍ରିରେ କାମନାର

ଅମ୍ଳାନ ବାଡ଼ବାଗ୍ନି

ସ୍ପନ୍ଦନ ରାତ୍ରି ଅମ୍ଳାନ

Rate the content


Originality
Flow
Language
Cover design

Comments

Post


Some text some message..