Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Santanu kumar Meher

Tragedy

3  

Santanu kumar Meher

Tragedy

ମୃତ୍ୟୁର ଶଯ୍ୟାରେ

ମୃତ୍ୟୁର ଶଯ୍ୟାରେ

1 min
399



ନିରୀହ ଜୀବନ ଭିତରେ

ତମେ ଯେବେ ସ୍ପର୍ଶ କଲ-

ଏ ଦୁନିଆ ନିଷ୍ଠୁର ଭଳି,

ପଥର ପାଲଟିଗଲା-

ଗୋଟିଏ ମୁହୂର୍ତ୍ତରେ ।।୧।।


ପଥ ଚଲା ପଥିକ,

ସମ୍ପର୍କ ଖୋଜୁଥିବା

ଗଭୀରତର ଭାବନାରେ ।

ଦୁଃଖ ଆଉ କଷ୍ଟକୁ

ଅନୁଭବ କଲା ଭଳି-

ଜୀବନ ଆଜି ,

ଭିଜା ଲୁହର ନଈରେ ।।୨।।


ସମାଜର, ସାତ ପ୍ରାଣୀ କୁଟୁମ୍ବକୁ

ଆଉଜି ନେଲା ଭଳି-

ସମୟର ଯନ୍ତ୍ରଣାରେ ।

ଏ ଦୁନିଆଟା ସାଉଁଟି ବସିଲା

କୋହ ସବୁ ବୁକୁରେ ।।୩।।


ଜୀବନ ଏଠି ଅସହାୟ ହୁଏ,

ବିବେକ ଆଉ ମଣିଷ ମଣିଆର-

ଲମ୍ବା ପାହାଚରେ ।

ସ୍ୱାର୍ଥ ନୀତି, ନୂଆ ଏକ-

ସକାଳର ପ୍ରତିକ୍ଷାରେ କହେ-

ମୁଁ ଖାଲି ମୃତ୍ୟୁର ଶଯ୍ୟାରେ ।।୪।।

****


Rate this content
Log in