Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sudama Lenka

Inspirational

3  

Sudama Lenka

Inspirational

ଅଳ୍ପକେ ନାରୀ

ଅଳ୍ପକେ ନାରୀ

1 min
6.6K


ଅମୁଲ୍ୟ ଏ ଜୀବନରେ 
          ଦୁର୍ଲଭ ସେ ପ୍ରାଣୀ !
କାହାର ଘରଣୀ ପୁଣି 
          ଜଗତଙ୍କ ମଣି !!
ଡ଼େଇଁ ବୁଲି ଖେଳି ଯାଏ         କରେ ସଂସାର ନଅର ! 
ସେ ନଅର ହୋଇଯାଏ 
             ସଭି ଙ୍କର ଘର !!
ଆଖିର ମୁକୁତା ସିଏ 
             ରକତର ଧାର !
ପିତାର ମମତା ପୁଣି 
           ମାଆ ର ସେ ପ୍ରାଣ !!
ଦୁଇ କୂଳ ହିତା ବୋଲି 
          କହେ ତା' ର ମାତା !
ନ ଭୁଲିବୁ କେବେ ହେଲେ 
           ଏହି ମୋର କଥା !!
ସେ କଥା କୁ ପଣ କଲା 
           ରଖିଲା ମନରେ !
ଦୁନିଆକୁ ଦେଖାଇବ 
            ସ୍ବର୍ଣ୍ଣ ଅକ୍ଷର ରେ !!
ସତ ହେଲା ସେହି କଥା 
          ସତ ହେଲା ବାଣୀ !
ଦୁନିଆରେ ଲେଖା ହେଲେ 
       ସର୍ବ ହସ୍ତେ ନାରୀ !!!!!!!!


Rate this content
Log in