ଅଙ୍କା ବଙ୍କା - ୧୦୮
ଅଙ୍କା ବଙ୍କା - ୧୦୮
କହି କହି ଆଉ କାହାକୁ କହିବି
ଯାହାର ଧରିଛି ହାତ
ମାଆ ସାଆନ୍ତାଣୀ ସାହା ନ ହୋଇଲେ
ମିଳିବନି ଗଣ୍ଡେ ଭାତ
ପ୍ରମୋଦ କୁମାର ଜେନା ©
କହି କହି ଆଉ କାହାକୁ କହିବି
ଯାହାର ଧରିଛି ହାତ
ମାଆ ସାଆନ୍ତାଣୀ ସାହା ନ ହୋଇଲେ
ମିଳିବନି ଗଣ୍ଡେ ଭାତ
ପ୍ରମୋଦ କୁମାର ଜେନା ©