Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଓଡ଼ିଆ ଗଳ୍ପ ଓ କବିତା - ୨

Classics

2  

ଓଡ଼ିଆ ଗଳ୍ପ ଓ କବିତା - ୨

Classics

ଛଅ ଋତୁ

ଛଅ ଋତୁ

1 min
6.5K


ଯଜ୍ଞଦତ୍ତ ସାମନ୍ତରାୟ

ଗିରିଷମରେ ହୁଅଇ ଟାଣ ଖରା ,

ଜଳ ଟିକେକୁ ଜୀବନ ଭାଳେ ପରା ।

ବରଷା କାଳେ ଆକାଶୁ ଝରେ ପାଣି ,

ଜୀବଜଗତ ହୁଏ ପୁଲକ ପୁଣି ।

ଶରତ ଋତେ କାଶ ତଣ୍ଡୀର ମେଳା ,

ନଈପଠାରେ ଦିଶଇ ଭେଳା ଭେଳା ।

ହେମନ୍ତରେ ମିଳେ ଶୀତଳ ପରଶ ,

ସଭିଙ୍କ ମନ ହୋଇଯାଏ ହରଷ ।

ଶୀତଦିନରେ ହୁଅଇ ଭାରି ଶୀତ ,

ସକାଳ ବୁଲାଜାଣ ଦେହକୁ ହିତ ।

ବସନ୍ତରେ ଶୁଭେ କୋଇଲିର ସ୍ୱର ,

ବଉଳ ମହକେ ହରେ ଜନ ମନ ।

ବରଷରେ ଛଅ ଋତୁ ଆସିଥାନ୍ତି ଧରାରେ ,

କାମସାରି ଚାଲିଯାନ୍ତି ନିଜ ବାଟେ ପରାରେ ।

ମନେରଖ ଛଅ ଋତୁ ଭୁଲିବନି କେବେଟି ପଚାରିଲେ ,

କିଏ କେବେ କହିଦେବ ବେଗେଟି ।


Rate this content
Log in

Similar oriya poem from Classics