Audio

Forum

Read

Contests

Language


Write

Sign in
Wohoo!,
Dear user,
ଶେଫାଳି
ଶେଫାଳି
★★★★★

© Tapan Dixit

Abstract Fantasy

1 Minutes   1.3K    6


Content Ranking

ସଞ୍ଜ ନଇଁଲେ ଜହ୍ନ ଉଇଁଲେ 

ଶେଫାଳି ଚହଟି ବାସେ ।

ଶେଷ ରାତିଟାକୁ କିଏ ବା ଜାଣିଛି

କି ହେବ ରାତିର ଶେଷେ ।

ଝୁରି ଝରିଯିବ ଅବା ଲୋଟିଯିବ 

ଧୂଳିର ଗାଲିଚା ପରେ ।

ତଥାପି ବି ନିତି ସଞ୍ଜ ନଇଁଲେ

ମହକାଏ ମହକରେ ।

ତପନ ଦୀକ୍ଷିତ

(ବେଳାଭୂମି)

ସଞ୍ଜ ଶେଫାଳି ମହକ

Rate the content


Originality
Flow
Language
Cover design

Comments

Post


Some text some message..