Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Tapan Dixit

Abstract Fantasy

2  

Tapan Dixit

Abstract Fantasy

ଶେଫାଳି

ଶେଫାଳି

1 min
1.6K


ସଞ୍ଜ ନଇଁଲେ ଜହ୍ନ ଉଇଁଲେ 

ଶେଫାଳି ଚହଟି ବାସେ ।

ଶେଷ ରାତିଟାକୁ କିଏ ବା ଜାଣିଛି

କି ହେବ ରାତିର ଶେଷେ ।

ଝୁରି ଝରିଯିବ ଅବା ଲୋଟିଯିବ 

ଧୂଳିର ଗାଲିଚା ପରେ ।

ତଥାପି ବି ନିତି ସଞ୍ଜ ନଇଁଲେ

ମହକାଏ ମହକରେ ।

ତପନ ଦୀକ୍ଷିତ

(ବେଳାଭୂମି)


Rate this content
Log in