ତୁମେ
ତୁମେ
ତୁମେ ଆସୁଥିଲ ଅନ୍ଧାର ଆଡେଇ
ଶେଫାଳି ଝରିବା ବେଳେ
ସାଉଣ୍ଟୁ ଥିଲି ମୁଁ ଚେନାଏ ମହକ
ସପନ ପଣତ ତଳେ,
ଲୁଚି ଯାଉଥିଲେ ଆକାଶରୁ ତାରା
ବୁଡି ଯାଉଥିଲାଜହ୍ନ
ସରି ଆସୁଥିଲା ଶିହରଣ ଦେହୁ
ଉଙ୍କି ମାରୁଥିଲା ଦିନ ।।
ତୁମେ ଆସୁଥିଲ ଅନ୍ଧାର ଆଡେଇ
ଶେଫାଳି ଝରିବା ବେଳେ
ସାଉଣ୍ଟୁ ଥିଲି ମୁଁ ଚେନାଏ ମହକ
ସପନ ପଣତ ତଳେ,
ଲୁଚି ଯାଉଥିଲେ ଆକାଶରୁ ତାରା
ବୁଡି ଯାଉଥିଲାଜହ୍ନ
ସରି ଆସୁଥିଲା ଶିହରଣ ଦେହୁ
ଉଙ୍କି ମାରୁଥିଲା ଦିନ ।।