Audio

Forum

Read

Contests

Language


Write

Sign in
Wohoo!,
Dear user,
ତୁମେ
ତୁମେ
★★★★★

© Madhu sudan Das

Romance

1 Minutes   1.4K    4


Content Ranking

ତୁମେ ଆସୁଥିଲ ଅନ୍ଧାର ଆଡେଇ 

      ଶେଫାଳି ଝରିବା ବେଳେ 

ସାଉଣ୍ଟୁ ଥିଲି ମୁଁ ଚେନାଏ ମହକ 

      ସପନ ପଣତ ତଳେ,

ଲୁଚି ଯାଉଥିଲେ ଆକାଶରୁ ତାରା  

      ବୁଡି ଯାଉଥିଲାଜହ୍ନ

ସରି ଆସୁଥିଲା ଶିହରଣ ଦେହୁ 

      ଉଙ୍କି ମାରୁଥିଲା ଦିନ ।।

ଅନ୍ଧାର ଶେଫାଳି ତାରା

Rate the content


Originality
Flow
Language
Cover design

Comments

Post


Some text some message..