କଣ୍ଢେଇ
କଣ୍ଢେଇ
କେତେ ଜଣ ପିଲା ଭାରି ଅଝଟିଆ
ଅତ୍ୟନ୍ତ ଅବୁଝାମନା
ଯେତେ ବୁଝେଇଲେ କେବେ ବୁଝନ୍ତିନି
ନିର୍ଦ୍ଦିଷ୍ଟ କଣ୍ଢେଇ ବିନା
ସେପରି ମୁଁ ଗୋଟେ ଶିଶୁ ପାଲଟିଛି
ତୁ ମୋର ସେହି ଖେଳଣା
ଯାହା ବି ପାଇଲେ ବିରକ୍ତି ଆସଇ
ତୋ ବିନା ମିଳେ ଯନ୍ତ୍ରଣା
ଚିତ୍ତ ରଞ୍ଜନ ଲେଙ୍କା (କଟକ)©
କେତେ ଜଣ ପିଲା ଭାରି ଅଝଟିଆ
ଅତ୍ୟନ୍ତ ଅବୁଝାମନା
ଯେତେ ବୁଝେଇଲେ କେବେ ବୁଝନ୍ତିନି
ନିର୍ଦ୍ଦିଷ୍ଟ କଣ୍ଢେଇ ବିନା
ସେପରି ମୁଁ ଗୋଟେ ଶିଶୁ ପାଲଟିଛି
ତୁ ମୋର ସେହି ଖେଳଣା
ଯାହା ବି ପାଇଲେ ବିରକ୍ତି ଆସଇ
ତୋ ବିନା ମିଳେ ଯନ୍ତ୍ରଣା
ଚିତ୍ତ ରଞ୍ଜନ ଲେଙ୍କା (କଟକ)©