Quotes New

Audio

Forum

Read

Contests

Language


Write

Sign in
Wohoo!,
Dear user,
ଚା'କପ୍ ରେ ହୃଦୟ
ଚା'କପ୍ ରେ ହୃଦୟ
★★★★★

© Apalata Aruk

Others

1 Minutes   1.2K    5


Content Ranking

ଚା'କପ୍ ରେ ହୃଦୟ

 

ସକାଳୁ ସଯତ୍ନେ ପଠେଇଲ ତମେ

ଚା'କପ୍ ସହ ଅଭିନନ୍ଦନ, 

ମୁଁ କହିଲି ଭଲ ଚା' ପଠେଇଲ

ଦେଖିଲାବେଳକୁ କପ୍ ଟା ଶୂନ୍ୟ ।

ସାଦରେ ବିଭୋରେ କହିଲ ମଧୁରେ 

ଚା'କପ୍ ରେ ମୋ ହୃଦୟ ଅଛି,

ସ୍ନେହ ଅନୁରାଗ ଆପଣାପଣର

ଅନାବିଳ ଭାବ ତହିଁ ରହିଛି ।

ଅପଲତା ଆରୁକ

ଅଭିନନ୍ଦନ ଚା'କପ୍ ଶୂନ୍ୟ

Rate the content


Originality
Flow
Language
Cover design

Comments

Post

Some text some message..