Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Apalata Aruk

Others

2  

Apalata Aruk

Others

ଚା'କପ୍ ରେ ହୃଦୟ

ଚା'କପ୍ ରେ ହୃଦୟ

1 min
1.3K


ଚା'କପ୍ ରେ ହୃଦୟ

 

ସକାଳୁ ସଯତ୍ନେ ପଠେଇଲ ତମେ

ଚା'କପ୍ ସହ ଅଭିନନ୍ଦନ, 

ମୁଁ କହିଲି ଭଲ ଚା' ପଠେଇଲ

ଦେଖିଲାବେଳକୁ କପ୍ ଟା ଶୂନ୍ୟ ।

ସାଦରେ ବିଭୋରେ କହିଲ ମଧୁରେ 

ଚା'କପ୍ ରେ ମୋ ହୃଦୟ ଅଛି,

ସ୍ନେହ ଅନୁରାଗ ଆପଣାପଣର

ଅନାବିଳ ଭାବ ତହିଁ ରହିଛି ।

ଅପଲତା ଆରୁକ


Rate this content
Log in