Audio

Forum

Read

Contests

Language


Write

Sign in
Wohoo!,
Dear user,
ଅଜଣା ପ୍ରେମିକା
ଅଜଣା ପ୍ରେମିକା
★★★★★

© Prasanjit Sahoo

Romance

1 Minutes   1.2K    4


Content Ranking


        (1)
ଜାଣେନା ମୁଁ ପ୍ରିୟା ତୁମେ 
କେଉଁ ମନର ମୋହିନୀ 
ଶୁଖିଲା ହୃଦୟ ଆଉ ଭିଜା ଆଖିର
ରଙ୍ଗକୁ ବଦଳାଅ କେମିତି କେଜାଣି ?
         (2)
ଜାଣେନା ମୁଁ ପ୍ରିୟା ତୁମେ 
କେଉଁ ଫୁଲର ବାସନା 
ଯୁଇ ଯାଇ ମଲ୍ଲୀ 
ପୁଣି ମାଳତୀ କି ହେନା ।
        (3)
କେତେବେଳେ ପ୍ରିୟା ତୁମେ 
ଚନ୍ଦ୍ରମା ଜୋଛନା 
ବେଳେବେଳେ ତୁମେ ପୁଣି 
ସଙ୍ଗୀତ ମୂର୍ଚ୍ଛନା ।

ପ୍ରସନଜିତ ସାହୁ, ନାଉଗାଁ ହାଟ ,ଜଗତସିଂହପୁର 
7377663400

ପ୍ରିୟା ଚନ୍ଦ୍ରମା ମୂର୍ଚ୍ଛନା

Rate the content


Originality
Flow
Language
Cover design

Comments

Post


Some text some message..