Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Prasanjit Sahoo

Romance

2  

Prasanjit Sahoo

Romance

ଅଜଣା ପ୍ରେମିକା

ଅଜଣା ପ୍ରେମିକା

1 min
1.3K



        (1)
ଜାଣେନା ମୁଁ ପ୍ରିୟା ତୁମେ 
କେଉଁ ମନର ମୋହିନୀ 
ଶୁଖିଲା ହୃଦୟ ଆଉ ଭିଜା ଆଖିର
ରଙ୍ଗକୁ ବଦଳାଅ କେମିତି କେଜାଣି ?
         (2)
ଜାଣେନା ମୁଁ ପ୍ରିୟା ତୁମେ 
କେଉଁ ଫୁଲର ବାସନା 
ଯୁଇ ଯାଇ ମଲ୍ଲୀ 
ପୁଣି ମାଳତୀ କି ହେନା ।
        (3)
କେତେବେଳେ ପ୍ରିୟା ତୁମେ 
ଚନ୍ଦ୍ରମା ଜୋଛନା 
ବେଳେବେଳେ ତୁମେ ପୁଣି 
ସଙ୍ଗୀତ ମୂର୍ଚ୍ଛନା ।

ପ୍ରସନଜିତ ସାହୁ, ନାଉଗାଁ ହାଟ ,ଜଗତସିଂହପୁର 
7377663400


Rate this content
Log in