Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Manas Ranjan Pattanayak

Others

2  

Manas Ranjan Pattanayak

Others

ମୋ ପ୍ରିୟା (ଭାଗ ୯୭)

ମୋ ପ୍ରିୟା (ଭାଗ ୯୭)

1 min
125



ନିଦ ଭାଙ୍ଗିଗଲା ମଧୁର ଆବେଗେ ପ୍ରୀତି ରଙ୍ଗ ବୋଳି ହେଲା


ଆଖି ମୁଦି ଯେବେ ଅଳସ ଭାଙ୍ଗିଲି ଦେହ ହାତ ଥରୁଥିଲା


ଉଠି ମୁଁ ବସିଲି ନିଦ ବାଉଳିରେ ପାଖରୁ କିଏସେ ଗଲା


ଦରଜାକୁ ଖୋଲି ଚାହିଁଲା ବେଳକୁ ପ୍ରିୟା ମୋର ହସୁଥିଲା

+++++++++++++++++

ମାନସ ରଞ୍ଜନ ପଟ୍ଟନାୟକ

ସଂପାଦକ -ମାଟିର ମହକ


Rate this content
Log in