Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Santosh Pattnayak

Inspirational

3  

Santosh Pattnayak

Inspirational

ଆଶିଷ ଦିଅ ଚାଚାଜୀ

ଆଶିଷ ଦିଅ ଚାଚାଜୀ

1 min
6.5K


ଆମରି ହସ ଚହଟ ଚମ୍ପା

ଭାରତ ମାଆ ଅଞ୍ଚଳେ,

ମହକାଇ ଦେବୁ ଆମରି ସୁରଭି

ଜ୍ଞାନ ଲୋକ ଜ୍ୟୋତି ବଳେ.... ।

ଏକଥାକୁ ହେଜି ନେହରୁ ଚାଚାଜୀ

ନିଜ ଜନ୍ମଦିନ ସ୍ମୃତି

ଉତ୍ସର୍ଗୀତ କଲେ ଶିଶୁଙ୍କ ନାମରେ

ଦେଇ ସ୍ନେହାଶିଷ ପ୍ରୀତି..... ।

ଛୋଟଦେହେ ଭରା ଦିବ୍ୟ ସମ୍ଭାବନା

ଆଜିକେ ବୁଝୁଚି କାଇଁ !

ଖାଦ୍ୟ ବସ୍ତ୍ର ଶିକ୍ଷା ଉତ୍ତମ ଚିକିତ୍ସା

ଅନୁକୂଳ ସ୍ଥିତି ନାଇଁ.... ।

ଶାସକ ବିବେକ ବିକଶିତ ପାଇଁ

ଆଶିଷ ଦିଅ ଚାଚାଜୀ

ପ୍ରତିଭା ର ପ୍ରଭା ଆଲୋକିତ ହେଉ

ନବୀନ ସୂର୍ଯ୍ୟଟେ ସାଜି.... ।

ସନ୍ତୋଷ ପଟ୍ଟନାୟକ, ଗଞ୍ଜାମ


Rate this content
Log in

Similar oriya poem from Inspirational