Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Kamal Pattnaik

Inspirational

3  

Kamal Pattnaik

Inspirational

ଆଈମା'

ଆଈମା'

1 min
12.9K


ଥିଲା ଜଣେ ନିଜର
ପାଳିଥିଲା ପିଲାଟି ଦିନରୁ,
ଶୋକରେ ସଭିଙ୍କୁ ଭସେଇ
ଚାଲିଗଲା ଭବ ସଂସାରୁ...!


ଅଳି ଅଝଟ ଆଗରୁ ବୁଝେ
ମନ ଜାଣିାପାରେ ମା' ପରିକା,
ଆଜି କରିଛି ସେ ଅଭିମାନ
ଶୋଇ ଯାଇଛି ସେ ଏକା ଏକା...!


ତା' ହାତ ରନ୍ଧା କାଞ୍ଜି ଆମ୍ବିଳା
ହେଉ ଅବା ବଡ଼ି ବେସର,
ଆହାକି ସୁଆଦ ଦରବ
ମିଳିବନି ଜମା ଆଉ ଏଥର...!


ସାମନା କରିଛି ଅନେକ ଝଡ଼
ପ୍ରତିବାଦ କରିନି ଜମା,
ସେନେହର ସମ୍ପର୍କରେ ବନ୍ଧା
ଡାକୁଥିଲି ତା'କୁ ଆଈ ମା'...!


Rate this content
Log in