ତୁମ ବିନା
ତୁମ ବିନା
1 min
6.8K
ପ୍ରିୟାରେ ପ୍ରିୟାରେ
ତୁମବିନା ରହି ହୁଏନା
ଆଇନା ଭାଙ୍ଗିଲେ
ଶଦ୍ଦ ହୁଏସିନା
ହୃଦୟ ଭାଙ୍ଗିଲେ
କେହିତ ଜାଣେନା
ଏଠି ତୁମ ବିନା
ହସି ହୁଏନା କି କାନ୍ଦି ହୁଏନା
ଦୀପ ପରି ଜଳି ଜଳି
ଲିଭି ଯିବି କେଉଁ ଦିନ
କେହିତ ଜାଣେନା
ପ୍ରିୟା ରେ ତୁମ ବିନା
ରହିତ ହୁଏନା......
ପ୍ରମିଳା ସାହୁ