Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ranita Swain

Others Romance

2  

Ranita Swain

Others Romance

ଖାସ୍ ତୁମ ପାଇଁ

ଖାସ୍ ତୁମ ପାଇଁ

1 min
1.2K


ତୁମ ଭଲ ପାଇବାର ଡୋରରେ

ବନ୍ଧା ଏ ଜୀବନ ମୋର

ଲାଗେ ମୋତେ , ଭାଗ୍ୟବତୀ ମୁଁ

ତୁମ ପତ୍ନୀ ହେବା କୋଟି ପୁଣ୍ୟ ମୋର

ସବୁ ବ୍ରତ ଉପବାସ ତୁଚ୍ଛ ଲାଗେ

ତୁମ ସ୍ନେହ ନିକଟରେ

ମୋ ଆୟୁଷ ବି ତୁମକୁ ଲାଗୁ

ପ୍ରଭୁ ପାଶେ ଏହି ଅଳି କରେ

ଦୁଇପଟ ମାଟି ଶଙ୍ଖା ଟୋପାଏ ସିନ୍ଦୂର

ତୁମ ହାତେ ପିନ୍ଧୁଥିବି ଜୀବ ଥିବା ଯାଏ ମୋର,,।


Rate this content
Log in