Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ଏଇ ତ ଦୁନିଆ
ଏଇ ତ ଦୁନିଆ
★★★★★

© Chittaranjan Lenka

Comedy Abstract Others

1 Minutes   6.7K    6


Content Ranking

ସତ କଥା ଏହା    ପ୍ରଶଂସାଠୁ ବେଶି

ନିନ୍ଦା ଗାନ ଲାଗେ ଭଲ

ସେଥିପାଇଁ ତାକୁ   ସହଜ ଭାବରେ

ଅନେକ କରନ୍ତି ଗେଲ


ଯେତେବେଳେ ନିଜେ   ସେ ନିନ୍ଦା ଗାନର

ହୋଇଥାଆନ୍ତି ଶିକାର

ଅସଲ ଦୁଃଖଟା  ବୁଝିପାରିଥାନ୍ତି ଦୁନିଆ ଏହି ପ୍ରକାର


ଠୋକର ଖାଇଲେ    କେତେକ ଚରିତ୍ର

ସହଜେ ଯାଏ ସୁଧୁରି

ହେଲେ ଆଉ କିଛି     ବଦଳି ନ ଥାନ୍ତି

କୁକୁର ଲାଙ୍ଗୁଡ ପରି



ଚିତ୍ତ ରଞ୍ଜନ ଲେଙ୍କା (କଟକ)

ଦୁନିଆ କୁକୁର ଲାଙ୍ଗୁଡ ନିନ୍ଦା

Rate the content


Originality
Flow
Language
Cover design

Comments

Post

Some text some message..