Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prasant Kumar Nath

Others

2  

Prasant Kumar Nath

Others

ପ୍ରତାରିତ ପ୍ରେମ

ପ୍ରତାରିତ ପ୍ରେମ

1 min
169



କହିଥିଲ ତମେ ଗଢ଼ିଦେବା ଆମେ

ଛୋଟ ଏକ ପ୍ରେମ ଘର

ଗଢି ସାରି ଘର କରିଦେଲ ପର

ସାଜି ପୁଣି ସ୍ୱାର୍ଥପର ।


କରି ମୋତେ ଏକା ଦେଇଗଲ ଧୋକା

ଥିଲା ମୋର କେଉଁ ଦୋଷ

କରି ତୁମେ ପ୍ରେମ କଲ ବଦନାମ

ବିଶ୍ୱାସରେ ଦେଇ ବିଷ ।


ହସୁଅଛ ଆଜି ସୁହାଗିନୀ ସାଜି

ମୋ ଆଖିରେ ଦେଇ ଲୁହ

କରି ପ୍ରତାରଣା କଲ ବାଟବଣା

କେମିତି ପ୍ରିୟା ଗୋ କୁହ ।


ପ୍ରେମଟା ନିଷ୍ଠୁର ଦେଲାଯେ ଜହର

ସାଜିଲି ମୁଁ କଳଙ୍କିତ

ହୃଦୟରେ ମୋର ତୋଳିସାରି ଘର

କଲା ମୋତେ ପ୍ରତାରିତ।

******

ପ୍ରଶାନ୍ତ କୁମାର ନାଥ

ସୁନ୍ଦରପୁର,ଉତ୍ତରକୂଳ ହାଟ୍, ପ୍ରୀତିପୁର,ଯାଜପୁର

ମୋ-୮୮୯୨୩୦୧୧୪୩


Rate this content
Log in