Audio

Forum

Read

Contests

Language


Write

Sign in
Wohoo!,
Dear user,
ଆଖଣ୍ଡଳମଣି
ଆଖଣ୍ଡଳମଣି
★★★★★

© Chittaranjan Lenka

Others

1 Minutes   1.1K    3


Content Ranking

କହନ୍ତି ଗାରେଡି       ନାହିଁ ଆରଡିରେ

ଏ କଥା ଅଛ କି ଶୁଣି

ସବୁ ବୁଝିଯିବ         ସନ୍ଦେହ ନ ଥିବ

ଭେଟିଲେ ଆରଡି ସ୍ୱାମୀ


ଯାର ନାମ ଥରେ     ତୁଣ୍ଡରେ ଆସିଲେ

ବିଷ ହୋଇଯାଏ ପାଣି

କ୍ଷମାର ସାଗର       ଦୁଃଖିର ଠାକୁର

ବାବା ଆଖଣ୍ଡଳମଣି

ଚିତ୍ତ ରଞ୍ଜନ ଲେଙ୍କା (କଟକ)

ବିଷ ପାଣି ଆଖଣ୍ଡଳମଣି

Rate the content


Originality
Flow
Language
Cover design

Comments

Post


Some text some message..