ଆଖଣ୍ଡଳମଣି
ଆଖଣ୍ଡଳମଣି
1 min
1.1K
କହନ୍ତି ଗାରେଡି ନାହିଁ ଆରଡିରେ
ଏ କଥା ଅଛ କି ଶୁଣି
ସବୁ ବୁଝିଯିବ ସନ୍ଦେହ ନ ଥିବ
ଭେଟିଲେ ଆରଡି ସ୍ୱାମୀ
ଯାର ନାମ ଥରେ ତୁଣ୍ଡରେ ଆସିଲେ
ବିଷ ହୋଇଯାଏ ପାଣି
କ୍ଷମାର ସାଗର ଦୁଃଖିର ଠାକୁର
ବାବା ଆଖଣ୍ଡଳମଣି
ଚିତ୍ତ ରଞ୍ଜନ ଲେଙ୍କା (କଟକ)