Audio

Forum

Read

Contests

Language


Write

Sign in
Wohoo!,
Dear user,
♻ ବାପା ♻
♻ ବାପା ♻
★★★★★

© Amiya Bej

Others

1 Minutes   13.0K    5


Content Ranking

[୧]

♻ ବାପା ♻

ବାପା '
ଏକ ଅଭଂଗା ପଥର,
ନ' ଦୋହଲି ସହିଯାଏ ,
ବାଧା  ସନ୍ତାନର ।

ବାପା '
ଏକ ଅତୁଟ ସମ୍ପର୍କ ,
କୋଟିନିଧି ଭରଣାରେ ,
ସେ ତ୍ୟାଗକୁ ନିଅଣ୍ଟ ।।

ବପା'
ଏକ ସୁଉଚ୍ଚ ମନ୍ଦିର ,
ଯା'ଦେହେ ରହିଯିବେ ,
ସମସ୍ତ ଇଶ୍ୱର ।।।

ବାପା'
ଏକ  ଶବ୍ଦ ଓଁକାର ,
ଥରୁଟିଏ ସ୍ମରିଦେଲେ ,
ପୂଣ୍ୟ ଜୀବନର ।।।।

♻ ଅମିୟ ବେଜ୍ , ଘଟଗାଁ , କେନ୍ଦୁଝର ♻

♻ ବାପା ♻

Rate the content


Originality
Flow
Language
Cover design

Comments

Post


Some text some message..