Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Amiya Bej

Others

3  

Amiya Bej

Others

♻ ବାପା ♻

♻ ବାପା ♻

1 min
13.1K


[୧]

♻ ବାପା ♻

ବାପା '
ଏକ ଅଭଂଗା ପଥର,
ନ' ଦୋହଲି ସହିଯାଏ ,
ବାଧା  ସନ୍ତାନର ।

ବାପା '
ଏକ ଅତୁଟ ସମ୍ପର୍କ ,
କୋଟିନିଧି ଭରଣାରେ ,
ସେ ତ୍ୟାଗକୁ ନିଅଣ୍ଟ ।।

ବପା'
ଏକ ସୁଉଚ୍ଚ ମନ୍ଦିର ,
ଯା'ଦେହେ ରହିଯିବେ ,
ସମସ୍ତ ଇଶ୍ୱର ।।।

ବାପା'
ଏକ  ଶବ୍ଦ ଓଁକାର ,
ଥରୁଟିଏ ସ୍ମରିଦେଲେ ,
ପୂଣ୍ୟ ଜୀବନର ।।।।

♻ ଅମିୟ ବେଜ୍ , ଘଟଗାଁ , କେନ୍ଦୁଝର ♻


Rate this content
Log in