Audio

Forum

Read

Contests

Language


Write

Sign in
Wohoo!,
Dear user,
ମିଛ ମୋହ
ମିଛ ମୋହ
★★★★★

© Diptimayee Biswal

Inspirational

1 Minutes   6.9K    7


Content Ranking

କାଲି ଆସିଥିଲା ଆଜି ବାହୁଡିଲା

ନୂତନତା କିସ କହ !

ଅତିଥି ସୁନ୍ଦର ଦିନେ ଦି'ଦିନକୁ

ତା'ପରେ ଘଷରା ଦେହ ।


ଗଲା ଗଲା ଆହା ଶୂନ୍ୟ ହେଲା ଘର,

କାନ୍ଦି ଯା' ଢାଳୁଛୁ ଲୁହ ।

ବୁଝିନୁ ବାଇଆ ଏଇ ଏକା ସତ,

ଆଉ ସବୁ ମିଛ ମୋହ ।

ମିଛ ମୋହ ଘର ସୁନ୍ଦର

Rate the content


Originality
Flow
Language
Cover design

Comments

Post


Some text some message..