Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Diptimayee Biswal

Inspirational

2  

Diptimayee Biswal

Inspirational

ମିଛ ମୋହ

ମିଛ ମୋହ

1 min
6.9K


କାଲି ଆସିଥିଲା ଆଜି ବାହୁଡିଲା

ନୂତନତା କିସ କହ !

ଅତିଥି ସୁନ୍ଦର ଦିନେ ଦି'ଦିନକୁ

ତା'ପରେ ଘଷରା ଦେହ ।


ଗଲା ଗଲା ଆହା ଶୂନ୍ୟ ହେଲା ଘର,

କାନ୍ଦି ଯା' ଢାଳୁଛୁ ଲୁହ ।

ବୁଝିନୁ ବାଇଆ ଏଇ ଏକା ସତ,

ଆଉ ସବୁ ମିଛ ମୋହ ।


Rate this content
Log in