Audio

Forum

Read

Contests

Language


Write

Sign in
Wohoo!,
Dear user,
ସମ୍ପର୍କ
ସମ୍ପର୍କ
★★★★★

© Chittaranjan Lenka

Others

1 Minutes   6.8K    4


Content Ranking

ବାପା ମାଆ ଦୁହେଁ       ଶିକ୍ଷା ଦୀକ୍ଷା ଗୁରୁ

କେନ୍ଦ୍ରବିନ୍ଦୁ ଜୀବନର

ତାଙ୍କ ଠାରୁ ଶ୍ରେଷ୍ଠ     ବ୍ରହ୍ମାଣ୍ଡେ କେ ନାହିଁ

ସ୍ୱୟଂ ଚଳନ୍ତି ଠାକୁର


ଭାଇ ଓ ଭଉଣୀ       କ୍ଷୀର ନୀର ପରି

ଅସରନ୍ତି ସ୍ନେହ ଭାବ

ପବିତ୍ର ସମ୍ପର୍କ          ହୃଦରୁ ଯୋଡିଲେ

ସାରା ସଂସାର ହସିବ


ଚିତ୍ତ ରଞ୍ଜନ ଲେଙ୍କା (କଟକ)©

ବାପା ମାଆ ସଂସାର

Rate the content


Originality
Flow
Language
Cover design

Comments

Post


Some text some message..